ମୁମ୍ବାଇ : ଉପମୁଖ୍ୟମନ୍ତ୍ରୀ ହେବା ପରେ ଅଜିତଙ୍କ ପ୍ରେସମିଟ । ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଖୁବଶୀଘ୍ର ହେବ । ସିନେ୍ଦ ସରକାର ବିକାଶକୁ ନେଇ ପ୍ରତିଶ୍ରୁତି ବଦ୍ଧ । ସରକାରରେ ଆଉ କିଛି ମନ୍ତ୍ରୀ ସାମିଲ ହେବେ । ବିକାଶ ଚାହୁଁଥିବା ନେତୃତ୍ୱ ଆବଶ୍ୟକତା କରୁଛି । ମୋଦୀଙ୍କ ବିରୁଦ୍ଧରେ ବିପକ୍ଷ ଏକଜୁଟ ନାହିଁ । ବିପକ୍ଷ ନିଜ ନିଜ ବିରୋଧରେ ଲଢେଇ କରୁଛନ୍ତି । ଏନସିପି ନିର୍ବାଚନ ଚିହ୍ନ ପାଇଁ ଆଗକୁ ଲଢିବୁ । ଏନସିପି ତରଫରୁ ସମର୍ଥନ ଦେଇଛୁ । ବିକାଶ ପାଇଁ ମୋଦୀଙ୍କ ସହ ଆସିବାକୁ ଚାହୁଁଥିଲି । ଅନ୍ୟପଟେ ଛଗନ ଭୂଜବଳ କହିଛନ୍ତି କି , କାମକୁ ନେଇ ମୋଦୀଙ୍କୁ ପ୍ରଶଂସା କରିବାକୁ ପଡିବ ।
ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ଗ୍ରହଣ । ସିନେ୍ଦ ସରକାରରେ ଅଜିତ ପାୱାର ସାମିଲ । ଅଜିତଙ୍କ ସହ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଛଗନ ଭୂଜବଳ, ଦିଲ୍ଲୀପ ପାଟିଲ , ହସନ ମୁସରିଫ, ଧନଞ୍ଜୟ ମୁଣ୍ଡେ, ଧର୍ମରାୱ ଅନ୍ତ୍ରମ , ଆଦିତି ତଟକ ମନ୍ତ୍ରୀ ଭାବେ ଶପଥ ନେଲେ । ଅଜିତଙ୍କ ସହ ଏନସିପିର ୨୦ ବିଧାୟକ ମିଶିଥିବା ନେଇ ସୂଚନା ।
ଏନସିପି ଚିହ୍ନ ପାଇଁ ଲଢିବୁ : ଅଜିତ ପାୱାର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











