The Ultimate Managed Hosting Platform
ADVERTISEMENT

ପୁଣି ସାଇବର ଠକେଇ, ୧୪ ଲକ୍ଷ ଗୋଲ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ସାଇବର ଠକେଇ । ମେସେଜ ପଠାଇ ଲୁଟିନେଲେ ଟଙ୍କା । ଅନଲାଇନ ଇନଭେଷ୍ଟମେଣ୍ଟରେ ୧୪ ଲକ୍ଷ ଠକେଇ । ଟଙ୍କା ଡବଲର ଲୋଭନୀୟ ଅଫର ମେସେଜ ଦେଇ ଠକେଇ । ଠକେଇ ଅଭି ଯୋଗରେ ୩ ଜଣଙ୍କୁ ଗିରଫ କଲା ସାଇବର ପୋଲିସ । ଗିରଫ ୩ ଅଭିଯୁକ୍ତ ବାଲେଶ୍ୱର ଓ ସମ୍ବଲପୁର ଅଞ୍ଚଳର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login