ଜଗତସିଂହପୁର : ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତକୁ ବିଜେପିର ବିରୋଧ । କଳା ବେଲୁନ ଉଡାଇବା ସହ କଳା ପୋଷାକ ପିନ୍ଧି ବିରୋଧ । ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ । ପାରାଦୀପ ଏଡିଏମ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ । ପାରାଦୀପ , କୁଜଙ୍ଗ ବଜାର ଓ ରାହାମା ବଜାରରେ ବିରୋଧ । ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରତିବାଦ । ସଚିବଙ୍କ ହେଲିକପ୍ଟର ଆକାଶ ମାର୍ଗରେ ଯାଉଥିବାବେଳେ, କଳା ବେଲୁନ୍ ଉଡାଇ, କଳା ପୋଷାକ ପିନ୍ଧି, ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି ବିଜେପି ନେତା ଓ କର୍ମୀ । ପାରାଦୀପ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ ।
Views: 95











