The Ultimate Managed Hosting Platform
ADVERTISEMENT

ସୁନାବେଶ ଟ୍ରାଫିକ ଜଗିବ ଡ୍ରୋନ

Facebook
Twitter
LinkedIn

ପୁରୀ : ଶୃଙ୍ଖଳିତ ସୁନାବେଶ ଦର୍ଶନ ନେଇ ଏଡିଜି ଅମିତାଭ ଠାକୁରଙ୍କ ସୂଚନା । ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ଡ୍ରୋନ ନିୟୋଜିତ ହୋଇଛି । ବୃଦ୍ଧ , ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ବ୍ୟବହାର ହେବ । କୋଣାର୍କରୁ ଆସୁଥିବା ବସ ତାଳବଣିଆରେ ରହିବ । ଆଜି ଟ୍ରାଫିକକୁ ନେଇ ବିଶେଷ କଟକଣା ନାହିଁ । ପୁରୀ ବାସିନ୍ଦାଙ୍କ ପାଇଁ କୈାଣସି କଟକଣା ନାହିଁ । ନୋ ଭେଇକିଲ ଜୋନ -ମେଡିକାଲ ଛକଠୁ ସିଂହଦ୍ୱାର । ଟ୍ରାଫିକ ବ୍ୟବସ୍ଥା ପାଇଁ ୫୧ ପ୍ଲାଟୁନ ଫୋର୍ସ ମୁତୟନ । ୨୯ଟି ସ୍ଥାନରେ ବାଇକ ପାର୍କିଂ ବ୍ୟବସ୍ଥା । ଡ୍ରୋନ ଜରିଆରେ ଟ୍ରାଫିକ ପରିଚାଳନା କରାଯିବ । ବୟସ୍କ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପାର୍କିଂ ଏରିଆରେ ବ୍ୟାଟେରି ଚାଳିତ ଗାଡି ବ୍ୟବସ୍ଥା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login