ଭୁବନେଶ୍ୱର : ୫ଟି ସଚିବଙ୍କ ଗସ୍ତକୁ ବିଜେଡିର ଡିଫେଣ୍ଡକୁ ବିଜେପିର ସମାଲୋଚନା । କଡା ସମାଲୋଚନା କଲେ ବିଜେପି ନେତା ମୋହନ ମାଝୀ । ସଙ୍କଟରେ ବିଜେଡି ଓ ସରକାର , ତେଣୁ କଥା ଏଡାଇବାକୁ ଚାହୁଁଛନ୍ତି । ବିଜେଡି ସାଂସଦ ଓ ବିଧାୟକ ଅସହାୟ , ୫ଟି ଙ୍କ ଦାସତ୍ୱ ଗ୍ରହଣ କରିଛନ୍ତି । ଟିକେଟ କଟିବା ଓ ଜେଲ ଯିବା ଭୟରେ ୫ଟି ସଚିବଙ୍କ ସେବା କରୁଛନ୍ତି । କେନ୍ଦ୍ରର ଚିଠିକୁ ଛୋଟ ଭାବିବା ମୁର୍ଖାମୀ ଏହା ଆଟମ ବମ ଭଳି । ଏହି ଚିଠି ଆଗାମୀ ଦିନରେ ବିଜେଡି ସରକାରକୁ ଭସ୍ମ କରିଦେବ ।
Views: 100











