The Ultimate Managed Hosting Platform
ADVERTISEMENT

ଚାକିରି ଛାଡିଲେ ସୁରଙ୍କ ପୁଅ

Facebook
Twitter
LinkedIn

ଭୁବନେଶ୍ୱର : ଚାକିରି ଛାଡିଲେ ବିଧାୟକ ସୁର ରାଉତରାୟଙ୍କ ପୁଅ । ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ଚାକିରି ଛାଡିଲେ । ଏୟାର ଇଣ୍ଡିଆ କ୍ୟାପଟେନ ଚାକିରି ଛାଡିଲେ ମନ୍ମଥ । ଚାକିରି ଛାଡିିଥିବା ନେଇ ନିଜେ ସୂଚନା ଦେଲେ ମନ୍ମଥ । ରାଜନୀତିରେ ଯୋଗ ଦେବାକୁ ଚାକିରି ଛାଡିଥିବା ନେଇ ଚର୍ଚ୍ଚା । ୨୦୨୪ ନିର୍ବାଚନରେ ସୁର ଙ୍କ ପୁଅ ରାଜନୀତି ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ରାଜନୀତିରେ ଯୋଗ ଦେବାକୁ ଚାକିରି ଛାଡିଥିବା କହିଲେ । ଜଟଣୀରୁ ବିଧାନସଭା ନିର୍ବାଚନ ଲଢିବେ ମନ୍ମଥ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login