ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ ବାର୍ତ୍ତାକୁ ନେଇ ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି କହିଲେ ଜୟଦେବ । ଅଡିଓ ପ୍ରମାଣିତ କରୁଛି ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ସ୍ଥିତିରେ ନାହାନ୍ତି । ବିଜେଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି କହିଲେ ଜୟଦେବ । ମୁଖ୍ୟମନ୍ତ୍ରୀ ଯେକୈାଣସି ସଚିବଙ୍କୁ ପଠାଇ ପାରିବେ , ଜଣଙ୍କୁ କାହିଁକି । ମନ୍ତ୍ରୀ କି ମୁଖ୍ୟ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ।
Views: 72