The Ultimate Managed Hosting Platform
ADVERTISEMENT

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ,ଉପାସରେ ଗୋପାଳଜିଉ

Facebook
Twitter
LinkedIn

ପୁରୀ : ସାକ୍ଷୀ ଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ ରଖିଛନ୍ତି ସେବାୟତ । ନୀତିକାନ୍ତି ବନ୍ଦ କାରଣରୁ କାଲିଠାରୁ ଉପାସରେ ଅଛନ୍ତି ଠାକୁର । ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ । ଓଡିଆ ବିଶ୍ୱ ବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ଶ୍ମଶାନ ଜମିର ନିର୍ମାଣ ଭଙ୍ଗାଯାଇଥିଲା । ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାର ବନ୍ଦ କରି ଧାରଣା ଦେଇଛନ୍ତି ସେବାୟତ। ଫଳରେ ଦର୍ଶନରୁ ବଞ୍ଚିତ ହୋଇ ଫେରିଛନ୍ତି ଶହ ଶହ ଭକ୍ତ। ସେବାୟତଙ୍କ ଶ୍ମଶାନ ଭାଙ୍ଗିବା ପ୍ରତିବାଦ ଓ କାର୍ୟ୍ୟାନୁଷ୍ଠାନ ଦାବିରେ ସେବାୟତମାନେ ଧାରଣାରେ ବସିଛନ୍ତି। ରଥଯାତ୍ରା ସମୟ ଥିବାରୁ ଏଠାରେ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତଙ୍କ ଗହଳି ଲାଗେ। ଏହି ସମୟରେ ଗୋପାଳଜିଉଙ୍କ ଦର୍ଶନ ନ ମିଳିବାରୁ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

ଓଡିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ

କୋଲକତା : ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ମେଡିକାଲ କଲେଜ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଅବସ୍ଥା ଗୁରୁତର ଥିବାରୁ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ । ଡିନର...

ADVERTISEMENT

Login