The Ultimate Managed Hosting Platform
ADVERTISEMENT

ମା’ ସହ ଝଗଡା ପରେ ବିଷ ପିଇ ଜୀବନ ହାରିଲା ଝିଅ

Facebook
Twitter
LinkedIn

ଭଦ୍ରକ : ପାରିବାରିକ କଳହର କରୁଣ ପରିସ୍ଥିତି। ମା ଝିଅଙ୍କ ମଧ୍ୟରେ ଝଗଡା ପରେ ବିଷ ପିଇ ଆତ୍ମହତ୍ୟା କଲା ଝିଅ। ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ନଦୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ନଦୀଗାଁର ସହଦେଵ ଦାସଙ୍କ ସ୍ତ୍ରୀ ଓ ଝିଅ ମଧ୍ୟରେ ପାରିବାରିକ ଘଟଣାକୁ ନେଇ ଝଗଡା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ସହଦେବଙ୍କ ଝିଅ ସୁକାନ୍ତି ବିଷ ପାନ କରି ଦେଇଥିଲେ। ଫଳରେ ପରିବାର ଲୋକ ମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ହସ୍ପିଟାଲ ଆଣିଥିଲେ। ହେଲେ ଆଜି ସକାଳେ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login