The Ultimate Managed Hosting Platform
ADVERTISEMENT

୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ

Facebook
Twitter
LinkedIn

ବଲାଙ୍ଗୀର : ଆଜି ୧୨ ଘଣ୍ଟିଆ ବଲାଙ୍ଗୀର ସହର ମହକୁମା ବନ୍ଦ ଡାକରା । ପଶ୍ଚିମ ଓଡିଶା ମହିଳା ସଂଗଠନ ପକ୍ଷରୁ ବନ୍ଦ ଡାକରା । ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରତିବାଦରେ ବନ୍ଦ ଡାକରା । ଚକଅଖ ବନ୍ଦ ସହ ପିକେଟିଂ କରି ମୁଖ୍ୟ ଡାକଘର ବନ୍ଦ କଲେ । ସକାଳୁ ସକାଳୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ମହିଳା କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ ଡାକରାରେ ସାମିଲ ହେବା ଲାଗି ଲୋକଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି। ଆଜି ବଲାଙ୍ଗୀରରେ ଦେକାନବଜାର, ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିବା ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login