The Ultimate Managed Hosting Platform
ADVERTISEMENT

ପ୍ରଧାନମନ୍ତ୍ରୀ ମୋଦିଙ୍କ ତ୍ରୀଦିବସୀୟ ଆମେରିକା ଗସ୍ତ

Facebook
Twitter
LinkedIn

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆମେରିକା ଗସ୍ତରେ ବାହାରିଛନ୍ତି । ମୋଦି ୨୧ ଜୁନରୁ ୨୪ ଜୁନ୍ ମଧ୍ୟରେ ଆମେରିକାରେ ରହିବେ । ଏହି ଗସ୍ତ ପୂର୍ବରୁ ମୋଦି ନିଜର କାର୍ୟ୍ୟକ୍ରମକୁ ନେଇ ଟିଟ୍ କରି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଆମେରିକା ଛାଡି ମୁଁ ନ୍ୟୁୟର୍କ ସିଟି ଏବଂ ୱାଶିଂଟନ୍ ଡିସିରେ କାର୍ୟ୍ୟକ୍ରମରେ ଭାଗ ନେବି। ଏହି କାର୍ୟ୍ୟକ୍ରମଗୁଡ଼ିକରେ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ, ଜୋ ବାଇଡେନଙ୍କ ସହ ଆଲୋଚନା ଏବଂ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଏବଂ ଆହୁରି ଅନେକ କିଛି ସାମିଲ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login