The Ultimate Managed Hosting Platform
ADVERTISEMENT

“ର” ର ନୂଆ ମୁଖ୍ୟ ହେଲେ ରବି ସିହ୍ନା

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତର ଗୁଇନ୍ଦା ଏଜେନ୍ସୀ “ର” ର ନୂଆ ମୁଖ୍ୟ ହୋଇଛନ୍ତି ଆଇପିଏସ୍ ଅଧିକାରୀ ରବି ସିହ୍ନା । ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଛତିଶଗଡ କ୍ୟାଡର ୧୯୮୮ ବ୍ୟାଚର ଆଇପିଏସ୍ ରବି ସିହ୍ନା ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ସଚିବାଳୟରେ ସ୍ବତନ୍ତ୍ର ସଚିବ ଭାବେ କାର୍ୟ୍ୟରତ । ଏକ ଆଦେଶରେ କୁହାଯାଇଛି ଯେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ସିହ୍ନାଙ୍କୁ ଦୁଇ ବର୍ଷ ପର୍ୟ୍ୟନ୍ତ କାର୍ୟ୍ୟକାଳ ପାଇଁ “ର” ର ସଚିବ ରୂପେ ନିଯୁକ୍ତି ପାଇଁ ମଞ୍ଜୁରୀ ଦିଆଯାଇଛି । ରବି ସିହ୍ନା ସାମନ୍ତ କୁମାର ଗୋଏଲଙ୍କ ସ୍ଥାନ ନେଇଛନ୍ତି। ସାମନ୍ତଙ୍କ କାର୍ୟ୍ୟକାଳ ଜୁନ୍ ୩୦, ୨୦୨୩ ରେ ଶେଷ ହେବାକୁ ଯାଉଛି । ତେବେ ରବି ସିହ୍ନାଙ୍କୁ ସୋମବାର ଦିନ ଭାରତର “ର” ର ନୂତନ ମୁଖ୍ୟ ଭାବରେ ନିଯୁକ୍ତି କରାଯାଇଛି ବୋଲି ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login