The Ultimate Managed Hosting Platform
ADVERTISEMENT

ସୈାରିନ ଭଟ୍ଟଙ୍କ ପାଇଁ ସ୍ପେଶାଲ ଟିମ୍

Facebook
Twitter
LinkedIn

କଟକ : ସୈାରିନ ଭଟ୍ଟଙ୍କ ନାଁରେ ଯୈ÷ାନ ନି ର୍ଯ୍ୟାତନା ଘଟଣା । ସୈାରିନଙ୍କୁ ଖୋଜିବାକୁ କୋଲକଡା ଯିବ ସ୍ୱତନ୍ତ୍ର ଟିମ । ସ୍ପେଶାଲ ସ୍କ୍ୱାର୍ଡ ଓ ମହିଳା ଥାନା ପକ୍ଷରୁ ମିଳିତ ଟିମ୍ ଯିବ । ଚନା ଅନୁଯାୟୀ, ଘଟଣାର ତଦନ୍ତ ଲାଗି ଆସନ୍ତାକାଲି କୋଲକାତା ଯିବ କଟକ କମିଶନରେଟ ପୁଲିସର ଏକ ଚାରିଜଣିଆ ଟିମ। ଏଥିରେ ମହିଳା ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡ ସଦସ୍ୟ ସାମିଲ ଅଛନ୍ତି। ସୌରୀନ ଭଟ୍ଟ ମହିଳା ଥାନାରେ ହାଜର ନ ହେବା କାରଣରୁ ତାଙ୍କୁ ଧରିବା ଲାଗି ପୁଲିସ ଟିମ୍ କୋଲକାତା ଯିବ।
ପୁଲିସ ପକ୍ଷରୁ କୁହାଯାଇଛି ଯେ ସୌରୀନଙ୍କ ଟେଲିଫୋନ ସୁଇଚ ଅଫ ଅଛି। ପୁଲିସ ପକ୍ଷରୁ ବାରମ୍ବାର ଯୋଗାଯୋଗ କରାଯାଇଛି। କଟକ ସିଡିଏ ଅଞ୍ଚଳରେ ସୌରୀନ ଏକ ଘର ଭଡ଼ାରେ ନେଇଛନ୍ତି। କଟକ ଆସିଲେ ସୌରୀନ ସେହି ଘରେ ରୁହନ୍ତି। ସେଠାକୁ ଯାଇ ପୁଲିସ ତଦନ୍ତ କରିସାରିଛି। ଘର ମାଲିକଙ୍କୁ ନୋଟିସ କରାଯାଇଛି। ସିଡିଏ ଘରକୁ ଅଭିଯୋଗକାରିଣୀ ଯୁବତୀ ଅତୀତରେ ଯାଇଥିବା ତଦନ୍ତରୁ ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login