ପୁରୀ: ପାଖେଇ ଆସୁଛି ରଥଯାତ୍ରା । ଆଉ ରଥଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଚାଲିଛି ମକଡ୍ରିଲ । ରଥଯାତ୍ରା ପାଇଁ ପୁରୀରେ ହେଉଛି ମକଡ୍ରିଲ୍ । ଅଘଟଣ ଏଡ଼ାଇବାକୁ ଏନଡିଆରଏଫ୍, ଓଡ୍ରାଫ, ରେଡକ୍ରସ୍ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମକଡ୍ରିଲ୍ ଅନୁଷ୍ଠିତ ହେଉଛି । ଏନେଇ ଆୟୋଜିତ ବୈଠକରେ ପୋଲିସ, ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ଥିଲେ ।
Views: 81