The Ultimate Managed Hosting Platform
ADVERTISEMENT

ତିରୁପତିରେ ଅଗ୍ନିକାଣ୍ଡ,ଜଳିଗଲା ଦୋକାନ

Facebook
Twitter
LinkedIn

ଅମରାବତୀ : ତିରୁପତିର ଗୋବିନ୍ଦରାଜସ୍ବାମୀ ମନ୍ଦିର ନିକଟରେ ଥିବା ଏକ ଫଟୋଫ୍ରେମ ଓ୍ବାର୍କସପ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡରେ ଅନେକ ଦୋକାନ ବି ନଷ୍ଟ ହୋଇଛି । ଆଜି ମଧ୍ୟାହ୍ନରେ ତିରୁପତି ସହର ଅନ୍ତର୍ଗତ ଲାବଣ୍ୟ ଫଟୋ ଫ୍ରେମ ଓ୍ବାର୍କସପରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ପରେ ଏହା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା । ତିନିମହଲା କୋଠାରେ ଲାଗିଥିବା ନିଆଁର ତେଜ ଏତେ ଅଧିକ ଥିଲା ଯେ ଦୀର୍ଘ ସମୟ ପର୍ୟ୍ୟନ୍ତ ନିଆଁ ଲିଭା କାର୍ୟ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ତେବେ ମନ୍ଦିର ନିକଟରେ ଥିବା ଗୋବିନ୍ଦରାଜସ୍ବାମୀ ମନ୍ଦିରର ରଥକୁ ନିଆଁ କବଳରୁ ରକ୍ଷା କରାଯାଇପାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login