ନୂଆଦିଲ୍ଲୀ : ଶକ୍ତିକାନ୍ତ ଦାସ ଗଭର୍ଣ୍ଣର ଅଫ୍ ଦ ଇୟର ବିବେଚିତ । ସେଣ୍ଟ୍ରାଲ ବ୍ୟାଙ୍କିଂ ଲଣ୍ଡନ ଦ୍ୱାରା ବିବେଚିତ ହେଲେ ଶକ୍ତିକାନ୍ତ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଅଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ । ବିଶ୍ବ ବିଜାରରେ ଅସ୍ଥିରତା ସତ୍ତ୍ବେ ଦେଶରେ ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କୋଭିଡ ମହାମାରୀ ସମୟରେ ଇଏମଆଇ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାଫଳରେ ବିଶ୍ବ ଦରବାରେ ପ୍ରଶଂସିତ ହୋଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ।
Views: 81











