The Ultimate Managed Hosting Platform
ADVERTISEMENT

୩ ଛୁଆ ଜନ୍ମ ଦେଲା ଧଳା ବାଘୁଣୀ ରକ୍ଷା

Facebook
Twitter
LinkedIn

ଛତିଶଗଡ: ଛତିଶଗଡର ମୈତ୍ରୀ ବାଗ ଚିଡିଆଖାନାରେ ୩ ବାଘ ଛଆକୁ ଜନ୍ମ ଦେଲା ରକ୍ଷା । ବାଘ ଛୁଆଙ୍କୁ ଏବେ ଦେଢ ମାସ ହେଲାଣି । ୩ ବାଘ ଛୁଆ ଖେଳୁଥିବାର ଭ୍ୟୁଜଆଲ ସେୟାର କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ । ୧୯୯୭ ମସିହାରେ ଭୁବନେଶ୍ୱର ନନ୍ଦନକାନନରୁ ଆସିଥିଲେ ବାଘୁଣୀ ରକ୍ଷା ଓ ବାଘ ସୁଲତାନ । ମୈତ୍ରୀ ବାଗ ଚିଡିଆଖାନାରେ ଉଭୟଙ୍କ ଅନେକ ଛୁଆ ହେଲାଣି । ସେମାନଙ୍କ ୧୨ ଛୁଆକୁ ଅନ୍ୟ ଚିଡିଆଖାନାକୁ ପଠାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login