The Ultimate Managed Hosting Platform
ADVERTISEMENT

ପୁଅ ମାଡରେ ବାପା ମୃତ, ମାଆ ଆହତ

Facebook
Twitter
LinkedIn

ଦେବଗଡ : ପୁଅର ଠେଙ୍ଗା ମାଡରେ ବାପା ମୃତ , ମାଆ ଆହତ । ଲଇମୁରା ଥାନା ଭାଲୁବୁହା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ । ଅଭିଯୁକ୍ତ ପୁଅ ଥାନାରେ ଅଟକ । ମୃତକ ହେଲେ ମୃତକ ଗୁରୁଚରଣ କିସାନ। ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ମିଶ୍ର କିସାନମଦ୍ୟପ ଅବସ୍ଥାରେ ଘରକୁ ଆସି ପାରିବାରିକ କଥାକୁ ନେଇ ଗୁରୁ ଚରଣଙ୍କ ସହ ଝଗଡ଼ା କରିଥିଲା । ଏଥିରେ ଉତ୍ୟକ୍ତ ହୋଇ ମିଶ୍ର ଏକ ଠେଙ୍ଗା ସାହାଯ୍ୟରେ ବାପା ଗୁରୁଚରଣ ଉପରକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଗୁରୁଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ପଟେ ମିଶ୍ର ତାଙ୍କ ମାଙ୍କୁ ମଧ୍ୟ ଆକ୍ରମଣ କରିଥିବା ବେଳେ ସେ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେପଟେ କଳହରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login