ନୂଆଦିଲ୍ଲୀ : ଆରବ ସାଗରରେ ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ । ଏବେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଉତ୍ତର ଦିଗରେ ଗତି କରୁଛି । ଘଣ୍ଟାପ୍ରତି ବେଗ ରହିଛି ୫ କିଲୋମିଟର । ଆସନ୍ତା ୬ ଘଣ୍ଟାରେ ଆହୁରି ତୀବ୍ର ହେବ ବିପର୍ଯ୍ୟୟ । ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଉତ୍ତର ଦିଗରେ ଗତି ଜାରି ରଖିବ ବାତ୍ୟା । ଗୁଜରାଟ ଓ ପାକିସ୍ତାନ ଉପକୂଳକୁ ବାତ୍ୟା ବିପର୍ୟ୍ୟୟ ଭୟ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ୧୫ ତାରିଖ ମଧ୍ୟାହ୍ନରେ ପାକିସ୍ତାନ ଓ ସଂଲଗ୍ନ ଗୁଜରାଟର ସୌରାଷ୍ଟ୍ର ଓ କଚ୍ ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।
ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ବିପର୍ୟ୍ୟୟ ଏବେ ମୁମ୍ବାଇ ଉପକୂଳରୁ ୬୦୦ କିଲୋମିଟର ପଶ୍ଚିମ ଦକ୍ଷିଣ ପଶ୍ଚିମ, ପୋରବନ୍ଦରରୁ ୫୧୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଓ ପାକିସ୍ତାନର କରାଚି ଉପକୂଳରୁ ୮୧୦ କିଲୋମିଟ ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି । ଆଜି ପବନର ବେଗ ସମୁଦ୍ର ଭିତରେ ୧୬୫ରୁ ୧୭୫ ଓ ଝଟ୍କା ପବନର ବେଗ ୧୯୫ କିଲୋମିଟର ଘଣ୍ଟାପ୍ରତି ଛୁଇଁପାରେ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ ଓ ବଢ଼ି ୧୪୫ କିଲୋମିଟର ରହିପାରେ । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଫଳରେ ଆସନ୍ତା ୧୫ ତାରିଖ ଯାଏ ଆରବ ସାଗରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।
ଆଜି ଭୟଙ୍କର ରୂପ ଧାରଣ କରିବ ବାତ୍ୟା ‘ବିପର୍ଯ୍ୟୟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







