ପୁଣେ: ଶରଦ୍ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ଆତ୍ମଘୋଷିତ ବିଜେପି କର୍ମୀ’ ସୌରଭ ପିମ୍ପାଲକର୍ ବୋଲି ତାଙ୍କ ପୁତୁରା ଅଜିତ ପାୱାର୍ ଦାବି କରିଛନ୍ତି। ଏଭଳି ଦାୟିତ୍ବହୀନ ଆଚରଣକୁ ତୀବ୍ର ନିନ୍ଦା କରି ଅଜିତ୍ ପାୱାର୍ କହିଛନ୍ତି, ସୌରଭ ପିମ୍ପାଲକର୍ ନାମକ ଏହି ଯୁବକ ତା’ର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥିଲା ଯେ, ଶରଦ ପାୱାର୍ ନରେନ୍ଦ୍ର ଦାଭୋଲକର୍ଙ୍କ ଦଶା ଭୋଗିବେ। ତାଙ୍କ ହ୍ବାଟସ୍ଆପ୍ରେ ବାପା ଶରଦ ପାୱାରଙ୍କ ପ୍ରତି ହତ୍ୟା ଧମକ ଆସିଥିବା କଥା ଗୁରୁବାର ଦିନ ‘ନ୍ୟାସନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନସିପି) ସାଂସଦ ସୁପ୍ରିୟା ସୁଲେ କହିଥିଲେ।ଗଣମାଧ୍ୟମକୁ ସୁଲେ କହିଥିଲେ, ପାୱାର୍ ସାହେବଙ୍କ ନାଁରେ ମୁଁ ହ୍ବାଟସଆପରେ ଗୋଟାଏ ମେସେଜ୍ ପାଇଛି। ତାଙ୍କୁ ଗୋଟାଏ ୱେବସାଇଟ୍ ଜରିଆରେ ହତ୍ୟା ଧମକ ଦିଆଯାଇଛି। ତେଣୁ, ଏହାର ବିଚାର କରିବା ଲାଗି ପୁଲିସ ପାଖକୁ ଆସିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବି ଅନୁରୋଧ କରୁଛି। ଏଭଳି କାର୍ୟ୍ୟ ନିମ୍ନସ୍ତରର ରାଜନୀତି। ଏହାକୁ ବନ୍ଦ କରାଯିବା ଉଚିତ।
ଶରଦ ପାୱାରଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଜଣକ ‘ବିଜେପି’ କର୍ମୀ: ଅଜିତ ପାୱାର୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











