The Ultimate Managed Hosting Platform
ADVERTISEMENT

ପୁଣି ମାଲବାହୀ ଟ୍ରେନରେ ଲାଗିଲା ନିଆଁ

Facebook
Twitter
LinkedIn

ଜଳେଶ୍ୱର : ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଜଳେଶ୍ୱର ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ଦକ୍ଷିଣପୂର୍ବ ରେଳପଥର ରୂପ୍ସା ଷ୍ଟେସନରେ ଏଭଳି ଅଘଟଣ ଘଟିଛି । କୋଇଲା ବୋଝେଇ ହୋଇ ଷ୍ଟେସନରେ ଛିଡା ହୋଇଥିବା ବେଳେ ନିଆଁ ଲାଗିଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ବାଲେଶ୍ଵର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଉଛି। କେମିତି ନିଆଁ ଲାଗିଲା ସେନେଇ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login