The Ultimate Managed Hosting Platform
ADVERTISEMENT

ମୁଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି : ରୋହିତ

Facebook
Twitter
LinkedIn

ଭୁବନେଶ୍ୱର : ମନ୍ତ୍ରିପଦରୁ ବାଦ୍ ପରେ ରୋହିତ ପୂଜାରିଙ୍କ ପ୍ରତିକ୍ରିୟା । ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ମୋଠୁ ଅଧିକ ଆଶା କରୁଥିବେ ଦେଇପାରି ନ ଥିବି । ସେଥିପାଇଁ ମୋତେ ବାଦ୍ ଦିଆଯାଇଥିବ । ବାଦ ପଡିଥିବା ଯୋଗୁଁ ଦୁଃଖ ନାହିଁ । ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ କରିବି । ନୂଆ ଭାବେ ମନ୍ତ୍ରୀ ହୋଇଥିଲି ଆଗକୁ ଆହୁରି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଦଳ ପାଇଁ କରିବି । କାରଣ ଯାହା ମିଡିଆରେ ଦିଆଯାଇଛି ସେତିକି ଜାଣିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login