The Ultimate Managed Hosting Platform
ADVERTISEMENT

ଓଡିଶା ଆସିବେ ଶାହା, ନଡ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ଓଡିଶା ଆସିବେ ଅମିତ ଶାହା , ଜେପି ନଡ୍ଡା । ଜୁନ ୧୭ରେ ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ୨୨ତାରିଖରେ ଆସିବେ ବିଜେପି ସଭାପତି ଜେପି ନଡ୍ଡା । ବିଜେପିର ମହାଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା । ସେ କହିଛନ୍ତି, ବିଜେପିର ମହାଜନସମ୍ପର୍କ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଉଭୟ ନେତା ଓଡ଼ିଶା ଆସିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login