The Ultimate Managed Hosting Platform
ADVERTISEMENT

‘ଅପରେସନ ହ୍ୱାଇଟ ସ୍ପାଇଡର’, ନିଶା ବେପାରୀଙ୍କୁ ତଡିପାର

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ରହିପାରିବେନି ନିଶା ବେପାରୀ । ନିଶା ବେପାରୀଙ୍କୁ ତଡିପାର କରିବାକୁ ନିଷ୍ପତ୍ତି । ନିଶା ବେପାରୀ ସାବଧାନ । ଏଥର ଆଉ ତ୍ରାହି ନାହିଁ । କାରଣ କମିଶନରେଟ ପୋଲିସ ପୁଣିଥରେ ଜୋରଦାର ଆରମ୍ଭ କରିଛି ଅପରେସନ ହ୍ୱାଇଟ ସ୍ପାଇଡର । ଯାହା ଏବେ ନିଶା ବେପାରୀଙ୍କ ନିଦ ହଜାଇ ଦେଇଛି । ପ୍ରଥମ ଥର ନିଶା ବେପାରାଙ୍କୁ ତଡିପାର କରାଗଲା । ନିଶାବେପାରୀ ଚକ୍ରଧର ସାହୁକୁ ତଡିପାର କଲା ପୁଲିସ । ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର ।
ନିଶା କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ । ନିଶା ବେପାରୀଙ୍କୁ ଧରିବାକୁ ହ୍ୱାଇଟ ସ୍ପାଇଡର ଅପରେସନକୁ ଜୋରଦାର କରିଛି ପୋଲିସ । ଖାସକରି ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ଉପରେ ନଜର ରଖିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login