The Ultimate Managed Hosting Platform
ADVERTISEMENT

ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ବୋମା ବିସ୍ଫୋରଣ, ୬ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ପାକିସ୍ତାନର ପଞ୍ଜାବ ସ୍ଥିତ କୋଟ୍ ଅଡ୍ଡୁ ଜିଲ୍ଲାର ଦୟାଦିନ ଅଞ୍ଚଳରେ ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ମୁଜଫରଗଢ ଜିଲ୍ଲା ପୋଲିସ ଅଧିକାରୀ ସୈୟକ ହସନେନ ହାଇଦର ଘଟଣା ବିଷୟରେ କହିଛନ୍ତି, ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ସମସ୍ତେ ଗୋଟିଏ ପରିବାରର । ସେମାନେ କାବଡି ଜିନିଷ ବିକ୍ରି କରି ଜୀବନଯାପନ କରୁଥିଲେ । କବାଡି ଜିନିଷ ହଟାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login