ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଦ୍ମପୁର ଦହିତା ରାଜସ୍ୱ ନିରୀକ୍ଷକ । ଲାଞ୍ଚ ନେବା ବେଳେ ଧରାପଡିଲେ ଦାମୋଦର ସୁନା । ସ୍କେଚ ମ୍ୟାପ ତିଆରି କରିବା ପାଇଁ ନେଉଥିଲେ ଲାଞ୍ଚ । ମଣ୍ଡୋମହୁଲ ଗାଁର ୧୧ ଜଣ ହିତାଧିକାରୀଙ୍କଠାରୁ ନେଉଥିଲେ ଲାଞ୍ଚ । ୩,୩୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ବରଗଡ ଭିଜିଲାନ୍ସ ।
Views: 77