The Ultimate Managed Hosting Platform
ADVERTISEMENT

ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ଛାତ୍ର ମୃତ

Facebook
Twitter
LinkedIn

ନୂଆଦିଲ୍ଲ୍ୀ : ଆସାମର ଗୌହ୍ଵାଟୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଅତିକମରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଛାତ୍ର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ବିଷୟରେ ଅଧିକ କିଛି ଜଣାପଡିନାହିଁ । ପୋଲିସ କହିବା ଅନୁସାରେ, ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଟ୍ରକ ଟି ଦ୍ରୁତଗତିରେ ଯାଉଥିବା ବୋଲେରୋ ଧକ୍କା ହେବାରୁ ଦୁର୍ଘଟଣା ଘଟିଲା। ବୋଲେରୋରେ ଆସାମ ଇଞ୍ଜିନିୟରିଂ କଲେଜର ୧୦ଜଣ ଛାତ୍ର ଥିଲେ। ବୋଲେରୋଟି ହଠାତ୍ ରାସ୍ତାରେ ଡିଭାଇଡରରେ ବାଜି ବୁଲିପଡିବା ସହିତ ବିପରୀତ ପଟରୁ ଆସୁଥିବା ଟ୍ରକରେ ଧକ୍କା ଖାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login