The Ultimate Managed Hosting Platform
ADVERTISEMENT

୨୦ ଦିନର ଝିଅକୁ ବିଷ ଦେଲା ବାପା

Facebook
Twitter
LinkedIn

ନୀଳଗିରି : କନ୍ୟା ସନ୍ତାନ ଚାହୁଁନ ଥିବା ବାପାର ନାରକୀୟ କାଣ୍ଡ । ଶ୍ୱଶୁର ଘରେ ପଶି ୨୦ ଦିନର ଝିଅକୁ ମାରିଦେବାକୁ ଉଦ୍ୟମ । ଝିଅ ଦେହରେ ବିଷ ଇଞ୍ଜେକସନ୍ ଫୋଡି ହତ୍ୟା ଉଦ୍ୟମ । ଝିଅକୁ ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି । ନୀଳଗିରି ଥାନା ଶିଘିଂରି ଗାଁର ଘଟଣା । ପିଶାଚ ବାପା ଅଟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login