The Ultimate Managed Hosting Platform
ADVERTISEMENT

ଆସିଲା ନୂଆ ସଂସଦ ଭବନର ଫାଷ୍ଟ ଲୁକ

Facebook
Twitter
LinkedIn

ନୂଆଦିଲ୍ଲୀ : ଆସନ୍ତାକାଲି ନୂଆ ସଂସଦ ଭବନର ହେବ ଉଦଘାଟନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଉଦଘାଟନ ପୂର୍ବରୁ ସଂସଦ ଭବନର ଫାଷ୍ଟ ଲୁକ ଆସିଯାଇଛି।ଏହାକୁ ରିଲିଜ କରିଛନ୍ତି ପ୍ରଧାନମନ୍ତ୍ରୀ। ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ରହିଛି।
କିନ୍ତୁ ଅନ୍ୟପଟେ ଉଦଘାଟନୀ ଉତ୍ସବକୁ ନେଇ ଜେଜୁଛି ରାଜନୀତି । ବିରୋଧୀ ମାନେ ଏ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଉଦଘାଟନୀ ଉତ୍ସବ ଶାସକ-ବିରୋଧୀଙ୍କ ଶକ୍ତି ପ୍ରଦର୍ଶନର କ୍ଷେତ୍ର ହେବାକୁ ଯାଉଛି । କଂଗ୍ରେସ ସମେତ ୨୦ ରାଜନୈତିକ ଦଳ ଉତ୍ସବକୁ ବୟକଟ କରିଛନ୍ତି । ମୋଦିଙ୍କ ଦ୍ୱାରା ଉଦଘାଟନକୁ ବିରୋଧ କରି ଏମାନେ ବୟକଟ କରିଛନ୍ତି । ତେବେ ଏନଡିଏର ମେଣ୍ଟ ସଦସ୍ୟ ଓ ଆଉ ୭ ରାଜନୈତିକ ଦଳ ସମର୍ଥନ କରୁଛନ୍ତି। ଏମାନେ ଉଦଘାଟନୀ ଉତ୍ସବରେ ସାମିଲ ହେବେ । ପାର୍ଲ୍ୟାମେଣ୍ଟ ଉଦଘାଟନୀ ଉତ୍ସବକୁ ଗଣତନ୍ତ୍ରର ଉତ୍ସବ କହିଛନ୍ତି ସରକାର।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ ଖୁବଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ

ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ ଖୁବଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମନମୋହନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି...

ADVERTISEMENT