The Ultimate Managed Hosting Platform
ADVERTISEMENT

ପୋଲିସ ସହ କଥା ହେଲେ ଅପରାଜିତା ।

Facebook
Twitter
LinkedIn

ପୋଲିସ ସହ କଥା ହେଲେ ଅପରାଜିତା ।କମିଶନରେଟ ପୋଲିସକୁ ସୁରକ୍ଷା ମାଗିଲେ ଅପରାଜିତା । ସେ କହିଛନ୍ତି ଯେ, ବାବୁସାନ ପହଁଚିବା ପରେ ଘର ଆଗରେ ପ୍ରବଳ ଭିଡ ଲାଗିରହିଛି । ଏପିରିକି ଗଣମାଧ୍ୟମ ସହ କିଛି ଅଚିହ୍ନା ଲୋକ ଥିବା ଜଣାପଡିଛି । ତେଣୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଅପରାଜିତ ପୋଲିସକୁ କହିଛନ୍ତି । ସେପଟେ ଗୁରୁବାର ଦିନ ବାବୁସାନ୍‌ଙ୍କୁ ପଚରାଉଚରା କରିପାରେ ପୋଲିସ ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳେ ବାବୁସାନ୍‌ ଚେନ୍ନାଇରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେଠାରୁ କାର୍‌ ଯୋଗେ ବାବୁସାନ୍‌ ନିଜ ବାସଭବନରେ ପହଞ୍ଚିଥିଲେ । ସେ ପହଞ୍ଚିବା ମାତ୍ର , ତାଙ୍କ ଘର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାହାମଧ୍ୟରେ କିଛି ଗଣମାଧ୍ୟମ ପ୍ରତିନିଧି ରହିଥିଲେ । ତେବେ ଘର ଆଗରେ ଏତେ ପରିମାଣର ଭିଡ ଦେଖି କମିଶନରେଟ୍‌ ପୋଲିସ ସହ କଥା ହୋଇଛନ୍ତି ଅଭିନେତ୍ରୀ ଅପରାଜିତା । ଘର ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କିଛି ଅଚିହ୍ନା ଲୋକ ଥିବା ଅପରାଜିତା କହିଛନ୍ତି । ତେଣୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି ।

ସେହିପରି ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମାକୁ ବାବୁସାନ୍‌ଙ୍କୁ ନୋଟିସ୍‌ କରିଛି କମିଶନ୍‌ରେଟ ପୋଲିସ । ଆସନ୍ତାକାଲି ମାନେ ଗୁରୁବାର ଦିନ ବାବୁସାନ୍‌ଙ୍କୁ ପଚରାଉଚରା କରିପାରେ ପୋଲିସ । ମଙ୍ଗଳବାର ଦିନ ଅଭିନେତ୍ରୀ ପ୍ରକୃତିଙ୍କୁ ପଚରାଉଚରା କରିଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login