May 15, 2024 8:22 am

The Ultimate Managed Hosting Platform
ADVERTISEMENT

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଡି ହେଲେ ସୂର୍ଯ୍ୟକୁମାର ଯାଦବ

Facebook
Twitter
LinkedIn

ନୂଆଦିଲ୍ଲୀ : ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କ ପାଇଁ ଖୁସିଖବର ଆସିଛି । କାରଣ ଆହତ ସମସ୍ୟାରୁ ମୁକୁଳିବା ପରେ ଦଳ ସହ ଯୋଡି ହୋଇଛନ୍ତି ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ।ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାରଙ୍କୁ ମୈଦାନରେ ଦେଖିବାକୁ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ଦଳରେ ଯୋଗ ଦେବା ପରେ ମୁମ୍ବାଇର ବ୍ୟାଟିଂ ଲାଇନ ଅପ୍ ଆହୁରି ଶକ୍ତିଶାଳୀ ହୋଇଛି । ସୂର୍ଯ୍ୟକୁମାରଙ୍କ ଆଗମନ ସହ ଦଳର ଭାଗ୍ୟରେ ପରିବର୍ତ୍ତନ ଆସିବ ବୋଲି ମୁମ୍ବାଇ ଫ୍ୟାନ୍ ଆଶା ବାନ୍ଧି ବସିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଭିଡ଼ିଓ ଜାରି କରି କୁହାଯାଇଛି ଯେ, ‘‘ଯାହାଙ୍କର ଅପେକ୍ଷା ଥିଲା ସେ ଆସିସାରିଛନ୍ତି। ବିଶ୍ୱର ସର୍ବଶ୍ରେଷ୍ଠ ଟି-୨୦ ବ୍ୟାଟର ଭାବେ ପରିଚିତ ସୂର୍ଯ୍ୟକୁମାର ଯାଦବ ଆହତ ହେବା ସହ ଗତ କିଛି ମାସ ହେବ ଜାତୀୟ କ୍ରିକେଟ ଏକାଡେମୀରେ ରିହାବରେ ରହିଥିଲେ । ଦୀର୍ଘ ଦିନ ଜାତୀୟ କ୍ରିକେଟ ଏକାଡେମୀରେ ରହିବା ପରେ ସୂର୍ଯ୍ୟକୁମାର ଯାଦବ ଏବେ ସମ୍ପୂର୍ଣ୍ଣ ଫିଟ୍।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login