The Ultimate Managed Hosting Platform
ADVERTISEMENT

23 cities have temperatures below 10 degrees Celsius : ୨୩ ସହର ପାରଦ ୧୦ ଡିଗ୍ରୀ ତଳେ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ହାଡଭଙ୍ଗା ଶୀତ । ୨୩ ସହର ପାରଦ ୧୦ ଡିଗ୍ରୀ ତଳେ । ୩୮ ସହରରେ ୧୨ଡିଗ୍ରୀ ତଳେ ସର୍ବନିମ୍ନ ରାତି ତାପମାତ୍ରା । ଜି. ଉଦୟ ଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର । ଏଠାରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ । ସେମିଳିଗୁଡା ୪.୧, ଫୁଲବାଣୀ ୫, ରାଉରକେଲା ୫.୧, ଝାରସୁଗୁଡା ୫.୪, ଦାରିଙ୍ଗବାଡି ୭, କିରେଇ ୭.୪ ଡିଗ୍ରୀ , କେନ୍ଦୁଝର ୭.୬ , ସୁନ୍ଦରଗଡ ଓ ଭବାନୀପାଟଣା ୭.୮ ଡିଗ୍ରୀ , ଅନୁଗୁଳ ୮, କୋରାପୁଟ ଓ ବଲାଙ୍ଗୀର ୮.୫ ଡିଗ୍ରୀ, କଟକ ଓ ସୋନପୁର ୯.୬, ବାଲେଶ୍ୱର ୯.୮ . ସମ୍ବଲପୁର ୯.୯ ଡିଗ୍ରୀ ରେକର୍ଡ , ରାୟଗଡା ସହରର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login