The Ultimate Managed Hosting Platform
ADVERTISEMENT

ବିଏମସି ଅଫିସରୁ ଦିନକରେ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

Facebook
Twitter
LinkedIn

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟରୁ ଗୋଟିଏ ଦିନରେ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଳଗତକାଲି ବିଏମସି ଅଫିସର କର୍ମଚରୀଙ୍କ କରୋନା ଟେଷ୍ଟିଂ କରାଯାଇଥିଲା । ସେଥି ମଧ୍ୟରୁ ୨୨ ଜଣ ପୋଜିଟିଭ୍ ଥିବା ଜଣା ପଡ଼ିଛି । ଫଳରେ ବିଏମ୍‌ସି ଅଫିସ୍ ମଧ୍ୟକୁ ସର୍ବସାଧାରଣଙ୍କ ପ୍ରବେଶଉପରେ ରୁକ ଲଗା ଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦ ହଜାର ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପୋଜିଟିଭ୍ ସଂଖ୍ୟା ୩ ହଜାର ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ କେବଳ ଭୁବନେଶ୍ୱରରୁ ୧୦୮ ଜଣ ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣା ପଡ଼ିଛ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login