ୱାୟନାଡ; କେରଳ ୱାୟନାଡରେ ଉଦ୍ଧାର କାର୍ଯ୍ୟରେ ଜୋରଦାର ଲାଗି ପଡିଛି ‘ଷ୍ଟ୍ରମ’ ।ବ୍ରହ୍ମପୁର ପୋଲିସ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ଷ୍ଟ୍ରମ । ୱାୟନାଡ ଭୂସ୍ଖଳନ ପରେ ଭଙ୍ଗା କୋଠା ତଳେ ସନ୍ଧାନରେ ଲାଗିଛି ।ନିଖୋଜ ମାନଙ୍କୁ ଖୋଜିବାରେ ଡ୍ରୋନ ଏବଂ ଅତ୍ୟାଧୁନିକ ଯନ୍ତ୍ରାଂଶର ବ୍ୟବହାର କରାଯାଉଥିବା ବେଳେ ଏବେ ଏଥିରେ ଉଦ୍ଧାରକାରୀ ଦଳକୁ ସହାୟତା କରିବ ଓଡ଼ିଶାର ଏହି ସନ୍ଧାନୀ କୁକୁର।
Views: 72











