The Ultimate Managed Hosting Platform
ADVERTISEMENT

ୱାଟର ପାର୍କରେ ବୋମା ମାଡ. ୭ ଗିରଫ

Facebook
Twitter
LinkedIn

ପୁରୀ : ଚନ୍ଦନପୁର ଥାନା ୱାଟର ପାର୍କରେ ବୋମା ଓ ଗୁଳିମାଡ ଘଟଣା । ପୁରୀ ମାଳତୀପାଟପୁର ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା । ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କଲା ପୋଲିସ । ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ । ଚନ୍ଦନପୁର ଥାନାର ବିଭିନ୍ନସ୍ଥାନରେ ଚଢ଼ାଉ କରି ଗିରଫ କରାଯାଇଛି । ଏ ନେଇ ଏସଡିପିଓ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login