ଭୁବନେଶ୍ୱର : ପୁଣି ଆସୁଛି ବାତ୍ୟା ! ୯ ତାରିଖରେ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ ବାତ୍ୟା । ଆଇଏମଡିର ପୂର୍ବାନୁମାନ ଖରା ଦିନିଆ ବାତ୍ୟାକୁ ନେଇ ଛନକା ପଶିଛି । ବାତ୍ୟାର ନାଁ ରହିବ ମୋଖା । କୁଆଡ଼େ ଯିବ ସମ୍ଭାବ୍ୟ ବାତ୍ୟା । କେତେ ରହିବ ତୀବ୍ରତା । କେଉଁଠି କରିବ ଲାଣ୍ଡଫଲ୍ ।ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଏହା ସହ ମେ ରେ ହେଉଥିବା ବାତ୍ୟା ଲୋକଙ୍କ ମନରେମଧ୍ୟ ଭୟ ଆଣିଦେଉଛି । ଗତ ୪ ବର୍ଷ ତଳେ ହୋଇଥିବା ଫନି ବାତ୍ୟା ପରେ ମେ ମାସକୁ ଲୋକମାନେ ଡରିଲେଣି ।
ଆଇଏମଡି ଆକଳନ କରିଛି, ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ୭ରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୮ରେ ଲଘୁଚାପ ଅବପାତରେ ପରିଣତ ହେବ । ୯ ତାରିଖ ବେଳକୁ ସୃଷ୍ଟି ହେବ ବାତ୍ୟା । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆକଳନ କରିନି ଭାରତୀୟ ପାଣିପାଗ ବିଭାଗ । ୭ ତାରିଖରୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।
ତେବେ ଓ୍ଵିଣ୍ଡି ଦୁଇଟି ମଡେଲ୍ ୧୨ ତାରିଖରେ ବାତ୍ୟା ଲାଣ୍ଡଫଲ୍ କରିବ ବୋଲି ଦର୍ଶାଉଛି । ଓ୍ଵିଣ୍ଡିର ୟୁରୋପିଆନ୍ ECMWF ମଡେଲ ଦର୍ଶାଉଛି ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ ।ସେହିପରି ଆମେରିକାନ୍ ଏୠଝ ମଡେଲ୍ ଦର୍ଶାଉଛି, ବାଂଲାଦେଶ ଉପକୂଳକୁ ହିଟ୍ କରିପାରେ ବାତ୍ୟା । ଅବପାତ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ ।
୯ ରେ ଦାନା ବାନ୍ଧିପାରେ ବାତ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







