The Ultimate Managed Hosting Platform
ADVERTISEMENT

୯ ଦିନ ହେଲା ନିଆଁର ଆଁରେ ଜଙ୍ଗଲ

Facebook
Twitter
LinkedIn

ତେଲକୋଇ : ଦୀର୍ଘ ୯ ଦିନ ହେଲା ଜଳୁଛି ଜଙ୍ଗଲ। ସଙ୍କଟରେ ବନ୍ୟଜନ୍ତୁ । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟର କରଦାଙ୍ଗି ପଞ୍ଚାୟତ ଘୋଡାବେଡା ସାହି ନିକଟ ଗ୍ରାମ୍ୟ ଜଙ୍ଗଲ ଏବେ ନିଆଁର ଆଁରେ ରହିଛି। ତେବେ ଅଗ୍ନିକାଣ୍ଡ ଲାଗି ଜଙ୍ଗଲର ଏକର ଏକର ମୂଲ୍ୟବାନ ଗଛ ନଷ୍ଟ ପୋଡି ଯାଉଛି। ସେହିପରି ଜଙ୍ଗଲରେ ଥିବା ଅନେକ ଔଷଧ ଗଛ ଗୁଡ଼ିକ ମଧ୍ୟ ନଷ୍ଟ ହେଉଛି । ସେପଟେ ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ରୁ ସର୍ବଗ୍ରାସୀ ନିଆଁ ଯେଭଳି ଭାବରେ ଉଗ୍ର ରୂପ ଧାରଣ କଲାଣି, ବେଳ ଥାଉ ଥାଉ ବନବିଭାଗ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଶହ ଶହ ହେକ୍ଟର ମୂଲ୍ୟବାନ ଜଙ୍ଗଲ ସହ ବିରଳ ପ୍ରଜାତିର ବଜ୍ରକାପ୍ତା ଓ ଅନ୍ୟ ବନ୍ୟଜୀବଜନ୍ତୁ ଲୋପ ପାଇବାର ଆଶଙ୍କା ଦେଖାଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login