The Ultimate Managed Hosting Platform
ADVERTISEMENT

୮ କୋଟି ଠକେଇ : ବ୍ୟାଙ୍କ ଅଫିସର ଗିରଫ

Facebook
Twitter
LinkedIn

ଫୁଲବାଣୀ : ଏସବିଆଇ ଫୁଲବାଣୀ ବ୍ରାଞ୍ଚ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ଗିରଫ । ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଗିରଫ କଲା ଇଓଡବ୍ଲ୍ୟୁ । ୮ କୋଟି ଟଙ୍କା ରୁଣ ହେରଫେର ମାମଲାରେ ଆଶୁତୋଷ ଗିରଫ । ଠକେଇ ନେଇ ରିଜିଓନାଲ ମ୍ୟାନେଜର ଇଓଡବ୍ଳ୍ୟୁରେ ଅଭିଯୋଗ କରିଥିଲେ । ଚାକିରି କରି ନ ଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ ଉଠାଇଥିଲେ । ପେନସନ ପାଉ ନ ଥିବା ୨୬ ଜଣଙ୍କ ନାଁରେ ପେନସନ ଲୋନ ଉଠାଇଥିଲେ । ମୋଟ ୮ କୋଟି ଉଠାଇ ନିଜ ସମ୍ପର୍କୀୟଙ୍କ ନାଁରେ ଜମା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login