The Ultimate Managed Hosting Platform
ADVERTISEMENT

୮୨ ବର୍ଷ ବୟସରେ ପାଦ ଦେଲେ ସୁର ରାଉତରାୟ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଜନ୍ମ ଦିନ । ୮୨ ବର୍ଷ ବୟସରେ ପାଦ ଥାପିଲେ ସୁର । ସୁର ଭାଇଙ୍କୁ କିଏ ବା ନ ଜାଣେ । ସୁର ଭାଇ ମାନେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ପିଲାଠୁ ବୁଢା ସମସ୍ତେ ତାଙ୍କୁ ଜାଣନ୍ତି । ସୋସିଆଲ ମିଡିଆରେ ସେ ସବୁବେଳେ ଚଗଳ ପକାନ୍ତି । ୮୨ ବର୍ଷ ବୟସରେ ସେ ଆଜି ବି ଫିଟ । ସେ ଯେତେବେଳେ ଯାହା କୁହନ୍ତି ପୁରାପୁରି ରୋକଠୋକ । ତେବେ ଆଜି ତାଙ୍କ ଜନ୍ମ ଦିନ ହୋଇଥିବା ବେଳେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି । ତେବେ ଆମ ତରଫରୁ ମଧ୍ୟ ସୁର ଭାଇଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login