ନୂଆଦିଲ୍ଲୀ : ୭ଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ନୂଆ ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୩୨ ହଜାର ୫୦୦ କୋଟି ଟଙ୍କା । ୯ ରାଜ୍ୟର ୩୫ ଜିଲ୍ଲା ଏହି ନୂା ରେଳ ପ୍ରକଳ୍ପ ସାମିଲ ହେବ । ଓଡିଶା, ବିହାର, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର , ତେଲେଙ୍ଗାନା , ଉତ୍ତରପ୍ରଦେଶ , ପଶ୍ଚିମବଙ୍ଗ ଏହି ପ୍ରକଳ୍ପରେ ସାମିଲ ।
Views: 86