The Ultimate Managed Hosting Platform
ADVERTISEMENT

୭ ଏୟାର ଇଣ୍ଡିଆ ବିମାନ ବାତିଲ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ବାତିଲ ହେଲା ଏୟାର ଇଣ୍ଡିଆ ବିମାନ ଉଡାଣ । ୭ଟି ଏୟାର ଇଣ୍ଡିଆ ବିମାନର ଉଡାଣ ବାତିଲ ହୋଇଛି । ୪ଟି ଅନ୍ତର୍ଜାତୀୟ ଓ ୩ଟି ଘରୋଇ ବିମାନ ବାତିଲ । ରକ୍ଷଣାବେକ୍ଷଣ ଓ ଯାଞ୍ଚ ପାଇଁ ଉଡାଣ ବାତିଲ ସୂଚନା । ଏୟାର ଲାଇନ୍ସ ଯାତ୍ରୀଙ୍କୁ ପୁରା ରିଫଣ୍ଡ କିମ୍ବା ମାଗଣା ରିସିଡ୍ୟୁଲ ସୁବିଧା ଯୋଗାଇବ । ବିକଳ୍ପ ଯାତ୍ରା ସୁବିଧା ସହିତ ଯାତ୍ରୀଙ୍କୁ ସୁବିଧା କରିବ ।
ବୟାନରେ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଆମେ ଯାତ୍ରୀଙ୍କ ଅସୁବିଧା ପାଇଁ ବହୁତ ଦୁଃଖିତ । ଆମର ଗ୍ରାଉଣ୍ଡରେ ଥିବା ସହକର୍ମୀଙ୍କ ପାଇଁ ଖୁବଶୀଘ୍ର ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ଉଡ଼ାଣ ବାତିଲ ରିଫଣ୍ଡ କିମ୍ବା ରିସିଡ୍ୟୁଲ ଦେବାକୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login