The Ultimate Managed Hosting Platform
ADVERTISEMENT

୬ ହତ୍ୟାକାରୀଙ୍କୁ ଆଜୀବନ

Facebook
Twitter
LinkedIn

ନୟାଗଡ : ହତ୍ୟାକାଣ୍ଡର ୨୨ ବର୍ଷ ପରେ ଆସିଲା ରାୟ । ମାମଲାରେ ୬ ଜଣଙ୍କୁ ଆଜୀବନ ସଜା ବେଳେ ଓଡଗାଁ ଏଡିଜେ । ଅନ୍ୟ ୧୦ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଷରେ ଖଲାସ କଲେ କୋର୍ଟ । ୨୦୦୨ ଶରଣକୂଳ ଥାନା କେଶପାନିଆ ଗାଁରେ ହତ୍ୟା ହୋଇଥିଲା । ପୂର୍ବ ଶତ୍ରୁତାକୁ ନେଇ ମଦନ ମୋହନଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ମୋଟ ୧୮ ଜଣଙ୍କ ନାଁରେ ଏତଲା କରାଯାଇଥିଲା । ଅନ୍ୟ ୨ ଅଭିଯୁକ୍ତଙ୍କର ଏହା ମଧ୍ୟରେ ମୃତ୍ୟୁ ଘଟିସାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login