The Ultimate Managed Hosting Platform
ADVERTISEMENT

୬ ମାସର ଝିଅକୁ ହତ୍ୟା : ମା ଗିରଫ

Facebook
Twitter
LinkedIn

ଜଳେଶ୍ୱର : ୬ ମାସର ଝିଅକୁ ତଣ୍ଟି ଚିପି ହତ୍ୟା ଘଟଣାରେ ମାଆ ଗିରଫ । କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଗିରଫ କଲା । ଗତ ୫ରେ ସିଆରାଇ ଗାଁରେ ଘଟିଥିଲା ହତ୍ୟା କାଣ୍ଡ । ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା । ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୋଲିସ । ପାରିବାରିକ କଳହକୁ ନେଇ ନିଜ ଝିଅକୁ ହତ୍ୟା କରିଥିଲେ ମହିଳା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login