The Ultimate Managed Hosting Platform
ADVERTISEMENT

୬ କିସ୍ତିରେ ଜାଗା ମିଶନ ଟଙ୍କା –ବିଏମସି

Facebook
Twitter
LinkedIn

ଭୁବନେଶ୍ୱର : ୬ ମାସରେ ୬ କିସ୍ତିରେ ଦେବାକୁ ପଡିବ ପ୍ରିମିୟମ । ସୂଚନା ଦେଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ ବିଏମସି ଅଫିସ ଆସିବେ । ୩୨୩ ବର୍ଗଫୁଟ ପାଇଁ ଦେୟ ପଡିବନି , କିନ୍ତୁ ଏହା ଠାରୁ ଅଧିକ ହେଲେ ପ୍ରିମିୟମ ଦେବାକୁ ପଡିବ । କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ । ବିଏମସି ପକ୍ଷରୁ ସର୍ଭେ କରି ଅଭିଯୋଗର ତଦନ୍ତ କରାଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login