କଣ୍ଟାବାଞ୍ଜି : ଚାଲାଣ ପାଇଁ ଥିବା ୫୫ ଦାଦନ ଶ୍ରମିକ ଉଦ୍ଧାର । ରାତି ଅଧିଆ ଚଢାଉ କରି ବଲାଙ୍ଗିର ପୋଲିସ କଣ୍ଟାବାଞ୍ଜିରୁ ଉଦ୍ଧାର କଲା ପୋଲିସ । କଣ୍ଟାବାଞ୍ଜି ସହରର ବ୍ୱାର୍ଡ ନମ୍ବର ୮ର ଏକ ଘର ଭିତରୁ ଉଦ୍ଧାର । ସମସ୍ତ ଶ୍ରମିକ ନୂଆପଡା ଓ ତୁରେଇକେଲା ଅଞ୍ଚଳର ଥିବା ସୂଚନା । ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ଥିବା ନେଇ ପୋଲିସର ସୂଚନା । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୫ ଜଣ ପୁରୁଷ,୧୬ ଜଣ ମହିଳା ରହିଛନ୍ତି ।
Views: 68











