The Ultimate Managed Hosting Platform
ADVERTISEMENT

୫୦ ଟଙ୍କାରୁ କମ୍‌ରେ ଦୁଇଟି ରିଚାର୍ଜ ପ୍ଲାନ୍

Facebook
Twitter
LinkedIn

ଗ୍ରାହକଙ୍କ ପାଇଁ ଖୁସିଖବର। ବିଏସଏନଏଲ୍  ଆଣିଛି ଅନେକ ଆକର୍ଷଣୀୟ ରିଚାର୍ଜ ପ୍ଲାନ୍। ଯାହାଦ୍ୱାରା ଆମେ ଖୁବ୍ ଲାଭବାନ୍ ହୋଇପାରିବା । ସରକାରୀ ଟେଲିକମ୍ କମ୍ପାନୀ  BSNL ପାଖରେ  ୫୦ ଟଙ୍କାରୁ କମ୍ ରେ  ୨ ଜବରଦସ୍ତ ରିଚାର୍ଜ ପ୍ଲାନ୍ ରହିଛି।  ଏହି ପ୍ଲାନ୍ ୧୮ ଓ ୨୯ ଟଙ୍କାରେ। 

ଟେଲିକମର ଏକ ରିପୋର୍ଟ ଅନୁସାରେ  ବିଏସଏନଏଲର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ  ଇଣ୍ଟରନେଟ୍ ଡାଟାର ବି ସୁବିଧା ପାଇପାରିବେ।  ଏହି ରିଚାର୍ଜ ପ୍ଲାନରେ ୟୁଜରଙ୍କୁ ୨ ଜିବି ପର୍ଯ୍ୟନ୍ତ ବି ଡାଟା ପାଇପାରେ।  ତେବେ ଆସନ୍ତୁ ଜାଣିବା କଣ ଏହି ଡାଟା  ଓ ଏହା ଦ୍ୱାରା କଣ କଣ ସବୁ ବେନିଫିଟ୍ ମିଳୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login