The Ultimate Managed Hosting Platform
ADVERTISEMENT

୫ଟି ସଚିବ ରାଜନୀତି କରିପାରିବେନି ; ସୈାମ୍ୟ

Facebook
Twitter
LinkedIn

ଭୁବନେଶ୍ୱର : ସର୍ଭେ କହୁଛି , ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମି କମି ଯାଉଛି । ବିପଦ ଆସୁଛି ବୋଲି ସୂଚାଇବା କଣ ଦଳ ବିରୋଧୀ କାର୍ଯ୍ୟ । ଖାଲି ହଁ ମାରିବାଟା ଯଦି ଶୃଙ୍ଖଳିତ କାର୍ଯ୍ୟ , ମୁଁ ସେମିତି କର୍ମୀ ନୁହେଁ । ମୁଁ ହଁରେ ହଁ ମାରିବା ଲୋକ ନୁହେଁ ବୋଲି ସୈାମ୍ୟ କହିଲେ । ମୁଁ ଦଳ ବିରୋଧରେ କେବେ କେଉଁଠି ଯାଇନାହିଁ । ଯେତେଦିନ ଯେଉଁ ଦଳରେ ଥାଏ , ଦଳର ହିତ ପାଇଁ କାମ କରେ ।
ଅନ୍ୟପଟେ ୫ଟି ସଚିବ ରାଜନୀତି କରିପାରିବେନି କହିଲେ ସୈାମ୍ୟ ରଂଜନ ପଟ୍ଟନାୟକ । ସଚିବ ଥାଇ ୫ଟି ସଚିବ ରାଜନୀତି କରିପାରିବେ ନାହିଁ । ଏକଥା ମୁଁ ସିଧା କହୁଛି , କେତେ ଜଣ କହୁଛନ୍ତି ଆସୁନାହାନ୍ତି । ତଳସ୍ତରର ବିଜେଡି କର୍ମୀ ମାନେ ମୋ କଥାକୁ ସମର୍ଥନ ଦେଉଛନ୍ତି । କିଛି ଲାକେ ଯଦି ଜାଗିରଦାରୀ ଭାବି ଦଳକୁ ଚଳାଇବେ , ଗ୍ରହଣୀୟ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦଳକୁ ଚଳାଇଲେ , ଏହା ଗ୍ରଣୀୟ ହେବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login