The Ultimate Managed Hosting Platform
ADVERTISEMENT

୫ଟି ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ

Facebook
Twitter
LinkedIn

ଯାଜପୁର : ୫ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ । ବ୍ରହ୍ମବରଦା ବ୍ୟାଙ୍କ ଛକରେ କଂଗ୍ରେସର ଶୋଭାଯାତ୍ରା । କଳା ପୋଷାକ ପିନ୍ଧି ନାରାବାଜି ସହ କଂଗ୍ରେସର ଶୋଭାଯାତ୍ରା । ଖତ୍ପାସ ଛଳରେ ନାରାବାଜି ସହ ବିଜେପିର ବିରୋଧ ପ୍ରଦର୍ଶନ । ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସଚିବଙ୍କ ଗସ୍ତକୁ ସାରା ରାଜ୍ୟରେ ବିରୋଧ କରିବ ବୋଲି କଂଗ୍ରେସ କହିଛି । ଯାହାର ପ୍ରତିଫଳନ ସଚିବ ପାଣ୍ଡିଆନଙ୍କ ଗସ୍ତ ବେଳେ ଦେଖିବାକୁ ମିଳୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login