The Ultimate Managed Hosting Platform
ADVERTISEMENT

୫ଟି ସଚିବଙ୍କୁ କାଳିମାଡ

Facebook
Twitter
LinkedIn

ପୁରୀ : ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ । ପୁରୀ ସତ୍ୟବାଦୀରେ ପାଣ୍ଡିଆନଙ୍କୁ କାଳିମାଡ । ଜିଏସ କଲେଜ କାର୍ୟ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ ହୋଇଛି । ୟୁଜିଏସ କଲେଜ ସଭାରେ ଯୋଗ ଦେବା ବେଳେ କାଳିମାଡ । ପାଣ୍ଡିଆନଙ୍କ ସହ ଜିଲ୍ଲାପାଳଙ୍କ ଉପରେ ବି ପଡିଛି କାଳି । କାଳିମାଡ କରିଥିବା ଜଣେ ବ୍ୟକ୍ତିଙ୍କୁ କାବୁ କଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ ଦିନିଆ ପୁରୀ ଗସ୍ତରେ ଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

୧୧ଟି ବଗି ଲାଇନଚ୍ୟୁତ

୧୧ଟି ବଗି ଲାଇନଚ୍ୟୁତ

ବୀରମିତ୍ରପୁର : ମାଲବାହୀ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ । ବୀରମିତ୍ରପୁର ଉପରମାର୍କେଟ ଅଞ୍ଚଳ ନିକଟରେ ଲାଇନଚ୍ୟୁତ । ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଗଲା ବେଳେ...

ADVERTISEMENT
ଖବର ଗୁଜବ, ମୁଁ ସୁସ୍ଥ : ଜୁଏଲ ଓରାମ

ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...

Login