The Ultimate Managed Hosting Platform
ADVERTISEMENT

୪ ହାତୀ ଦାନ୍ତ ଜବତ , ୫ ଗିରଫ

Facebook
Twitter
LinkedIn

ବାରିପଦା : ୪ ହାତୀ ଦାନ୍ତ ଜବତ ସହ ୫ ଗିରଫ । ଯଶୀପୁରରେ ଚଢାଉ ବେଳେ ଧରାପଡିଲା ଚୋରାଚାଲାଣ । ଶିମିଳିପାଳ ସାଉଥ ଡିଭିଜନ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉ କରି ଧରିଲେ । ଗିରଫ ୫ ଜଣ ଶିକାରୀ ନା ବେପାରୀ ସ୍ପଷ୍ଟ ହୋଇନି । ସୂଚନା ଅନୁଯାୟୀ, ଶିମିଳିପାଳ ଦକ୍ଷିଣ ଡିଭିଜନ ଉପ ନିର୍ଦେଶକଙ୍କ ନେତୃତ୍ୱରେ ଶିମିଳିପାଳ ଦକ୍ଷିଣ, ଶିମିଳିପାଳ ଉତ୍ତର ଏବଂ ରାଇରଙ୍ଗପୁର ଡିଭିଜନର ଏସିଏଫ୍, ରେଞ୍ଜର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଯଶୀପୁରର ଜାମକେଶ୍ବର ଗାଁରେ ଚଢଉ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବାରିପଦାକୁ ନିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login